18.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶବାରହା ଫାଶରେ ବାଘ

ବାରହା ଫାଶରେ ବାଘ

କାମାକ୍ଷାନଗର : ବାରହା ଫାଶରେ  କଲରାପତରିଆ ବାଘ । ବାଘକୁ ଉଦ୍ଧାର ପାଇଁ ବନ ବିଭାଗର ପ୍ରୟାସ ଜାରି ରହିଛି । ପ୍ରାୟ ୯ ଘଣ୍ଟା ଧରି ଚାଲିଛି ରେସକ୍ୟୁ ଅପରେସନ । ଉଦ୍ଧାର ପାଇଁ୧୦୦ରୁ ଅଧିକ ବନ କର୍ମଚାରୀ ସାମିଲ ହୋଇଥିଲେ  । ଘଟଣା ସ୍ଥଳରେ ଟ୍ରାଙ୍କୁଲାଇଜ ଟିମ ଉପସ୍ଥିତ ରହିଛନ୍ତି । ମହାବୀର ରେଡ ପେଞ୍ଜ ଅସନବାହାଳି ଜଙ୍ଗଲର ଘଟଣା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking