21.1 C
Bhubaneswar
Tuesday, December 30, 2025
Homeଦେଶ ବିଦେଶଶୀତ ଲହରୀ: ଯାତାୟତ ବାଧାପ୍ରାପ୍ତ

ଶୀତ ଲହରୀ: ଯାତାୟତ ବାଧାପ୍ରାପ୍ତ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ଶୀତ ଲହରୀ । ସକାଳଠାରୁ ଘନ କୁହୁଡି ଲାଗି ରହିଛି । ଯାହା ଫଳରେ ବାହାରକୁ ବାହାରିବା ଅସମ୍ଭବ ହୋଇପଡୁଛି । ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ସ୍ଥାନରେ ଲୋକମାନେ ନିଆଁ ପୁଉଁଥିବା ଦେଖାଦେଇଛି । ରାସ୍ତା ଉପରେ କୁହୁଡିର ଆବରଣ ଘୋଡାଇ ଦେଇଛି । ପାହାଡିଆ ଜାଗାରେ ତୁଷାରପାତ ଯୋଗୁଁ ସମତଳ ଅଞ୍ଚଳରେ ଥଣ୍ଡାର ତୀବ୍ରତା ବୃଦ୍ଧି ପାଉଛି । ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁଯାୟୀ, ଆହୁରି ଲଗାତାର ତିନି ଦିନ ଯାଏଁ ଥଣ୍ଡାରୁ ନିସ୍ତାର ମିଳିବ ନାହିଁ । ସକୈାଳ ଠାରୁ ସନ୍ଧ୍ୟା ଯାଏଁ କୁହୁଡି ଲାଗି ରହୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking