27.1 C
Bhubaneswar
Friday, December 19, 2025
Homeଓଡିଶାଶୀତର ଲହରୀ: ଥରୁଛି ଓଡିଶା

ଶୀତର ଲହରୀ: ଥରୁଛି ଓଡିଶା

ଭୁବନେଶ୍ୱର: ଓଡିଶାକୁ ଶୀତ ଲହରୀ ପିଛା କରୁଛି । ଘନ କୁହୁଡି ସାଙ୍ଗକୁ ତାପମାତ୍ରା ହ୍ରାସ ପାଇଛି । ପ୍ରବଳ ଥଣ୍ଡାରେ ଥରୁଛି ବୌଦ୍ଧ ଜିଲ୍ଲା । ତାପମାତ୍ରା ୮ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଛି । ଯାହା ଫଳରେ ଅଞ୍ଚଳଟି ଘନ କୁହୁଡି ଘୋଡାଇ ରଖିଛି । ଯାହା ସକାଳୁ  ଦଶ୍ୟମାନ୍ୟତା ୧୦୦ ମିଟରକୁ ହ୍ରାସ କରୁଛି । ରାତିର ତାପମାତ୍ରା ହ୍ରାସ ପାଇବା ପରେ ସନ୍ଧ୍ୟାରୁ ହିଁ ଥଣ୍ଡା ପଡିଯାଏ । ଲୋକମାନେ ଘରୁ ବାହାରିବା କଷ୍ଟ ହୋଇପଡୁଛି । ଗତକିଛି ଦିନ ଧରି ଏଭଳି ପରିସ୍ଥିତି ଦେଖାଦେବାରୁ ବାସିନ୍ଦା ମାନେ ପରିସ୍ଥିତିର ମୁକାବିଲା ପାଇଁ ସଂଘର୍ଷ କରୁଛନ୍ତି । ଅନ୍ୟପଟେ ଭୁବନେଶ୍ୱରରେ ମଧ୍ୟ ଶୀତ ପ୍ରଭାବ ପକାଇଛି । କୁହୁଡି ଆସ୍ତରଣରେ ଘୋଡି ହୋଇଯାଉଛି ରାଜଧାନୀ । ରାସ୍ତାରେ ଯାନବାହାନ ଗୁଡିକ ଯିବା ଆସିବା କରିବା ସମସ୍ୟା ହୋଇପପଡୁଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking