34.1 C
Bhubaneswar
Tuesday, March 24, 2026
Homeଓଡିଶାନଭେମ୍ବର ୨୭ରୁ ଶୀତକାଳୀନ ଅଧିବେଶନ!

ନଭେମ୍ବର ୨୭ରୁ ଶୀତକାଳୀନ ଅଧିବେଶନ!

ଭୁବନେଶ୍ୱର: ନଭେମ୍ବର ୨୭ ତାରିଖରେ ବିଧାନସଭା ଶୀତକାଳୀନ ଅଧିବଶନ ଆରମ୍ଭ ହୋଇପାରୋ ଅତିରିକ୍ତ ବଜେଟ ଉପସ୍ଥାପିତ ହେବା ସମ୍ଭାବନା ରହିଛି। ନୂଆପଡା ଉପନିର୍ବାଚନ ଫଳାଫଳ ଆସିବା ପରେ ବିଧାନସଭା ବସିପାରୋ ବିଭିନ୍ନ ପ୍ରସଙ୍ଗକୁ ନେଇ ବେଶ ସରଗରମ ହୋଇପାରେ ବିଧାନସଭା ଅଧିବେଶନ । ନୂଆପଡା ଉପନିର୍ବାର ଫଳାଫଳ ନଭେମ୍ବର ୧୪ରେ ପ୍ରକାଶ ପାଇବ । ଫଳାଫଳ ପ୍ରକାଶ ପାଇବାର କିଛି ଦିନ ପରେ ବିଧାନସଭା ଶୀତକାଳିନ ଅଧିବେଶନ । ଅନେକ ଗୁଡିଏ ପ୍ରସଙ୍ଗକୁ ନେଇ ହୋଇପାରେ ଆଲୋଚନା । ଶାସକ ଦଳକୁ ଘେରିବା ପାଇଁ  ବିରୋଧୀ ଯୋଜନା ପ୍ରସ୍ତୁତ କରିଥାଇପାରନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking