24.1 C
Bhubaneswar
Friday, February 6, 2026
Homeଓଡିଶାଜିତିବା ହାରିବା ଅଲଗା କଥା କିନ୍ତୁ ଲଢିବି: ସ୍ନେହାଙ୍ଗିନୀ

ଜିତିବା ହାରିବା ଅଲଗା କଥା କିନ୍ତୁ ଲଢିବି: ସ୍ନେହାଙ୍ଗିନୀ

ନୂଆପଡା : ନୂଆପଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ,ମୁଁ ଓଡିଶା ସାରା ବୁଲୁଛି , ପାଖ ଦୂର କିଛି ନୁହେଁ, ବାହାରିଆ ନୁହେଁ । ମୁଁ ପ୍ରାର୍ଥୀ ବାଛିବା କମିଟିରେ ଥିଲି, କିନ୍ତୁ ସହମତିରେ ମତେ ପ୍ରାର୍ଥୀ କଲେ । ଶ୍ରୀମୟୀ ମିଶ୍ର ଓ ଜୟ  ଢୋଲକିଆଙ୍କୁ  ସମାଲୋଚନା କଲେ ସ୍ନେହାଙ୍ଗିନୀ ।ଜୟ ଢୋଲକିଆ ବାପାଙ୍କ ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ମୁଣ୍ଡ ବିକ୍ରି କଲେ ।  ରାଜୁ ଭାଇ ଢୋଲକିଆଙ୍କ ସହିତ ସୋକଙ୍କ ଇମୋସନ ଅଛି । ଜୟ ଢୋଲକିଆଙ୍କୁ ଅନୁକମ୍ପା ଭୋଟ ମିଳିବନି । ଶ୍ରୀମୟୀ ନା ଜାଣେ ନାମୀଦାମୀ ନେତ୍ରୀ ନା ସେ ୱାର୍ଡ ମେମ୍ବର ଜିତିଛନ୍ତି । କିଏ  ଡିଲ କଲା  ବିଜେପି ସହ ସମସ୍ତେ ଜାଣିଛନ୍ତି  । ବିଜେଡି  କାହା ସହିତ  ସାଲିସ କରିନାହିଁ , କଂଗ୍ରେସ ସହ ଆଦିବାସୀ ନାହାନ୍ତି । ଲମ୍ବୋଦର ନିଆଲ ଦଳ ଛାଡିବା କୌଣସି ପ୍ରଭାବ ପକାଇବ ନାହିଁ ।  ଜିତିବା  ହାରିବା ଅଲଗା କଥା  କିନ୍ତୁ ଲଢିବି କହିଛନ୍ତି ସ୍ନେହାଙ୍ଗିନୀ ଛୁରିଆ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking