26.1 C
Bhubaneswar
Thursday, September 19, 2024
Homeଓଡିଶାପୁରୀ ବେଳାଭୂମିରେ ମିଳିବନି ମଦ

ପୁରୀ ବେଳାଭୂମିରେ ମିଳିବନି ମଦ

ଭୁବନେଶ୍ୱର : ଅବକାରୀ ନୀତିରେ ପରିବର୍ତ୍ତନ ଆମିଲେ ରାଜ୍ୟ ସରକାର । ପୁରୀ ବେଳାଭୂମିରେ  ଖୋଲିବନି ମଦ କ୍ୟାବିନ୍ । ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ମଦ କ୍ୟାବିନ୍ ମନା । ପୁରୀ ବେଳାଭୂମିରେ ମଦ ପାଇଁ ଲାଇସେନ୍ସ ମିଳିବନି । ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ନୀତିରେ ପରିବର୍ତ୍ତନ । ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳରେ ଖୋଲିବନି ମଦ ଦୋକାନ । ଧର୍ମାନୁଷ୍ଠାନର ୫ କିମି ଭିତରେ ଖୋଲିବନି ମଦ ଦୋକାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking