29.1 C
Bhubaneswar
Sunday, February 8, 2026
Homeଓଡିଶାମିଳିବନି ମାଗଣା ବିଜୁଳି: କେ.ଭି ସିଂହଦେଓ  

ମିଳିବନି ମାଗଣା ବିଜୁଳି: କେ.ଭି ସିଂହଦେଓ  

ଭୁବନେଶ୍ୱର : ମିଳିବନି ମାଗଣା ବିଜୁଳି । ଏଣିକି ଆଉ ସରକାର ଦେବେନି ମାଗଣା ବିଜୁଳି । ୩୦୦ ୟୁନିଟ ମାଗଣା ବିଜୁଳି    ମିଳିବ ନାହିଁ  ା ଏନେଇ ଗୃହରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ  ଉତ୍ତର  ରଖିଛନ୍ତି । କହିଛନ୍ତି, ୩୦୦ ୟୁନିଟ ବିଜୁଳି ଦେବାର ଯୋଜନା ନାହିଁ । ନିର୍ୱାଚନରେ ୩୦୦ ୟୁନିଟ ମାଗଣା ବିଜୁଳି ମିଳିବ କହିଥିଲେ । ଏବେ ଆଉ ମିଳିବ ନାହିଁ ବୋଲି ସ୍ପଷ୍ଟ କଲେ ସରକାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking