14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଚାଷୀଙ୍କ ସ୍ୱାର୍ଥ ସହ ସାଲିସ ହେବନି: ମୋଦୀ

ଚାଷୀଙ୍କ ସ୍ୱାର୍ଥ ସହ ସାଲିସ ହେବନି: ମୋଦୀ

ନୂଆଦିଲ୍ଲୀ: ଲାଲକିଲ୍ଲାରୁ ପ୍ରଧାମନ୍ତ୍ରୀ ମୋଦି  ଅଭିଭାଶଣ ରଖିଛନ୍ତି । ଚାଷୀଙ୍କ ସ୍ୱାର୍ଥ ସହ କୌଣସି ସାଲିସ ହେବନି କହିଲେ ମୋଦୀ ।  ଚାଷୀ ଓ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ସହ କୌଣସି ସାଲିସ ହେବନି ।  ଗରିବୀକୁ ନେଇ ମୋର  ଅଭିଜ୍ଞତା ରହିଛି ।  ସରକାର ଫାଇଲରେ ନୁହେଁ, ଲୋକଙ୍କ ଲାଇଫରେ ରହିବା ଉଚିତ । ସରକାର ଲୋକଙ୍କ ଘରକୁ ଯିବା ଉଚିତ । ଗରିବୀ ହଟାଅ ନାରା ଶୁଣି ଦେଶବାସୀ ଥକି ଯାଇଥିଲେ । ଗରିବୀ ହଟାଅ ବୋଲି ଦେଶବାସୀ ବିଶ୍ୱାସ କରୁନଥିଲେ ।  କିନ୍ତୁ ୨୫ କୋଟି ଲୋକଙ୍କୁ ଆମେ ଗରିବୀରୁ ମୁକ୍ତି ଦେଇଛୁ ।  ୧୦ ବର୍ଷରେ ୨୫ କୋଟି ଲୋକ  ଗରିବୀକୁ ପରାସ୍ତ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking