32.1 C
Bhubaneswar
Tuesday, March 31, 2026
Homeଓଡିଶାଭିଣୋଇର ଠେଙ୍ଗାମାଡରେ ଶଳାର ମୃତ୍ୟୁ

ଭିଣୋଇର ଠେଙ୍ଗାମାଡରେ ଶଳାର ମୃତ୍ୟୁ

ଗୁଣପୁର: ଗୁଣୁପୁରରେ ଅଭାବନୀୟ ଘଟଣା । ଭିଣୋଇର ଠେଙ୍ଗାମାଡରେ ଶଳାର ମୃତ୍ୟୁ ଘଟିଛି । ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ସେ କୁଜେନ୍ଦ୍ରୀ ଗାଁର ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଭିଣୋଇକୁ ଅଟକ ରଖି ପଚରାଉଚରା କରୁଛି । ଘଟଣା ସମ୍ପର୍କରେ ଅଧିକ ସୂଚନା ପାଇଁ ପୋଲିସର ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking