19.1 C
Bhubaneswar
Friday, December 12, 2025
Homeଓଡିଶାସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଫାଶି ଦଣ୍ଡାଦେଶ

ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଫାଶି ଦଣ୍ଡାଦେଶ

ଭୁବନେଶ୍ୱର :  ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଫାଶି ଦଣ୍ଡାଦେଶ । ଦୋଷୀ ସଂଜିତ ଦାସକୁ ଫାଶି ଦଣ୍ଡାଦେଶ କଲେ ଏଡିଜେ-୨ । ୨୦୨୨ ଜୁନ୍ ୯ରେ ଖଣ୍ଡଗିରି ଘାଟିକିଆରେ ହତ୍ୟା ଘଟିଥିଲା । ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା କରିଥିଲା ସ୍ୱାମୀ ସଂଜିତ । ସ୍ତ୍ରୀକୁ ଛୁରି ଭୁସି ହତ୍ୟା କରିବା ସହ ଛୋଟ ଝିଅର ତଣ୍ଟି କାଟିଥିଲା ଅଭିଯୁକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking