ଭୁବନେଶ୍ୱର: ୫ ବର୍ଷ ହେଲା କାହିଁକି ବାଡ଼ୁନି ଦର ବୋଲି ପ୍ରଶ୍ନ କଲେ ବିଧାୟକ । ଓଡିଶା ରାଜ୍ୟ ପାନୀୟ ନିଗମ ଧାର୍ଯ୍ୟ କରେ ଦର । ଗୃହରେ ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ସମବାୟ ମନ୍ତ୍ରୀ। ତେବେ ଆସ୍କା ୪୦- ର ଦରବୃଦ୍ଧି ଦାବି କଲେ ଆସିକା ବିଧାୟକ । ୫ ବର୍ଷ ହେଲା କାହିଁକି ବାଡ଼ୁନି ଦର ବୋଲି ପ୍ରଶ୍ନ କଲେ ବିଧାୟକ । ଓଡିଶା ରାଜ୍ୟ ପାନୀୟ ନିଗମ ଧାର୍ଯ୍ୟ କରେ ଦର । ଗୃହରେ ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ । ଏବେ ଆସ୍କା -୪୦ ଦର , ୬୦ ଟଙ୍କା ବୋଲି ସମବାୟ ମନ୍ତ୍ରୀ ଉତ୍ତର ରଖିଛନ୍ତି ।