33.1 C
Bhubaneswar
Wednesday, October 16, 2024
Homeଓଡିଶାମୋତେ କାହିଁକି...ସେମାନଙ୍କୁ ପଚାରୁନାହାନ୍ତି..

ମୋତେ କାହିଁକି…ସେମାନଙ୍କୁ ପଚାରୁନାହାନ୍ତି..

ଭୁବନେଶ୍ୱର: ମୋତେ କାହିଁକି ଏସବୁ ପଚାରୁଛନ୍ତି…. । ସେମାନଙ୍କୁ ପଚାରୁନାହାନ୍ତି… । ବିଜୁ ଜନତା ଦଳ ଆପଣଙ୍କ ପ୍ରତି ଅନ୍ୟାୟ କରିଛି କି ବୋଲି ପ୍ରଶ୍ନରେ ଏଭଳି କିଛି ଉତ୍ତର ରଖିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅମରପ୍ରସାଦ ଶତପଥୀ ।
ବିଜେଡିରେ ଯେ ସବୁ କିଛି ଠିକଠାକ ଚାଲିନି ବୋଲି ଅମର ପୁଣି ଥରେ ସୁରାକ ଦେଇଛନ୍ତି ।

ଯାଜପୁର ଜିଲ୍ଲା ସଭ୍ୟ ସଂଗ୍ରହ ବୈଠକକୁ ନଯିବା ନେଇ ଅମର କହିଛନ୍ତି ଯେ କିଛି ଦିନ ହେଲା ଏଭଳି କାର୍ଯ୍ୟକ୍ରମରୁ ମୁଁ ନିବୃତ ରହିଛି । ଅନ୍ୟପକ୍ଷରେ ବିଜୁ ଜନତା ଦଳ ଆପଣଙ୍କ ପ୍ରତି ଅନ୍ୟାୟ କରିଛି କି ବୋଲି ପ୍ରଶ୍ନରେ ସେ କହିଛନ୍ତି ଯେ ମୋତେ କାହିଁକି ଏସବୁ ପଚାରୁଛନ୍ତି, ସେମାନଙ୍କୁ ପଚାରୁନାହାନ୍ତି । ଦଳରେ ଯେଉଁମାନେ କର୍ମକର୍ତ୍ତା ସେମାନେ ଏ ବିଷୟରେ କହିପାରିବେ ବୋଲି ଅମର କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking