33.1 C
Bhubaneswar
Thursday, June 5, 2025
Homeଓଡିଶାଯାହା କୁହାଯାଉଛି  ତାହା ହେଉନି : ଦେବୀ ମିଶ୍ର

ଯାହା କୁହାଯାଉଛି  ତାହା ହେଉନି : ଦେବୀ ମିଶ୍ର

ଭୁବନେଶ୍ୱର: ବିଜେଡିର ପ୍ରତିଶ୍ରୁତିରେ  ପ୍ରସଙ୍ଗରେ  ବିଜେଡିର ବୟାନ ରହିଛି । କହିଛନ୍ତି ,  ମୋଦୀ ଅନେକ  ପ୍ରତିଶ୍ରୁତି ଦେଲେ , ଭଲକଥା । କିନ୍ତୁ ଯାହା କୁହାଯାଉଛି ତାହା ହେଉନି । ୨୦୧୬ ମେକ ଇନ ଓଡିଶା ଆରମ୍ଭ ହୋଇଥିଲା । ଏହି ସରକାର  ନାଁକୁ ବଦଳାଇ ଦେଇଛନ୍ତି । ୧୯ଟି ସେକ୍ଟରରେ ପଲିସି କରିଥିଲେ ନବୀନ ସରକାର । ଅତୀତର ସଫଳତାକୁ ପାଥେୟ କରି ନୂଆନୀତି ଅଣାଯାଉ । ଯାହାଦ୍ୱାରା ଶିଳ୍ପ ସଂସ୍ଥାଗୁଡିକ ଭରସା ରଖିପାରିବେ । ଓଡିଶାରେ  ପୁଞ୍ଜି ନିବେଶ ପାଇଁ  ବିଶ୍ୱାସ କରିବେ । ସରକାରକୁ ୭ ମାସ ହେଲାଣି  ଏହା ବି କମ ସମୟ  ନୁହେଁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking