18.1 C
Bhubaneswar
Saturday, December 6, 2025
Homeଓଡିଶାବିଜେଡିଠାରୁ ଛଡାଇ ଆଣିବୁ: ସୁରେଶ

ବିଜେଡିଠାରୁ ଛଡାଇ ଆଣିବୁ: ସୁରେଶ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ନୂଆପଡା ଉପନିର୍ବାଚନ ନେଇ ରଣନୀତି ସାର୍ବଜନୀନ ହୁଏନି ବୋଲି କହିଲେ ସୁରେଶ ପୂଜାରୀ । ଏହା ସେ କହଛନ୍ତି ଯେ କିନ୍ତୁ ବିଜେପି ନିଶ୍ଚିତ ଭାବେ ଜିତିବ, ବିଜେଡି ଠାରୁ ଛଡାଇ ଆଣିବ । ମୂଳରୁ ମ୍ୟାଚ୍ ଆରମ୍ଭ ହୋଇନି ଭକ୍ତ ଦାସ ଜିତିବା କଥା କହୁଛନ୍ତି । ଭକ୍ତ ଦାସଙ୍କ ଏଭଳି ଆସ୍ଫଳନ କରିବା ଭୁଲ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking