21.1 C
Bhubaneswar
Tuesday, February 3, 2026
Homeଓଡିଶାଚତୁର୍ଥ ଆସନ ଆମେ ଜିତିବୁ: ପୃଥ୍ୱୀରାଜ

ଚତୁର୍ଥ ଆସନ ଆମେ ଜିତିବୁ: ପୃଥ୍ୱୀରାଜ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ ବୟାନ । ମନ୍ତ୍ରୀ କହିଛନ୍ତି ଯେ ଚତୁର୍ଥ ଆସନ ଆମେ ଜିତିବୁ । କିଏ ପ୍ରାର୍ଥୀ ହେବ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ । ଜିତିବାର ରଣକୌଶଳ ଆମକୁ ଜଣା । ସେପଟେ ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ରିଟଣ୍ଣିଂ ଅଫିସର ନିଯୁକ୍ତି ଲାଗି ପ୍ରସ୍ତାବ ମାଗିଛନ୍ତି ନିର୍ବାଚନ କମିଶନ । ଓଡିଶା ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନର ଚିଠି ଲେଖିଛନ୍ତି । ଆସନ୍ତା ଏପ୍ରିଲ ମାସରେ ୧୦ ରାଜ୍ୟର ୩୭ଟି ଆସନ ଖାଲି ହେଉଛି । ଏଠି ପାଇଁ ରାଜ୍ୟସଭା ନିର୍ବାଚନ ନେଇ ବିଧିବଦ୍ଧ ଭାବେ ପ୍ରକ୍ରିୟା ଆରମ୍ଭ ହୋଇଛି ।

ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking