ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ
ନୂଆଦିଲ୍ଲୀ : ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ରିଟଣ୍ଣିଂ ଅଫିସର ନିଯୁକ୍ତି ଲାଗି ପ୍ରସ୍ତାବ ମାଗିଲେ ନିର୍ବାଚନ କମିଶନ ।ଓଡିଶା ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନରଙ୍କ ଚିଠି । ଆସନ୍ତା ଏପ୍ରିଲ ମାସରେ ୧୦ ରାଜ୍ୟର ୩୭ଟି ଆସନ ଖାଲି ହେଉଛି । ମହାରାଷ୍ଟ୍ରର ୭, ତାମିଲନାଡୁ ଓ ବିହାରର ୬, ପଶ୍ଚିମବଙ୍ଗର ୫, ଆସାମର ୩, ତେଲେଙ୍ଗାନା, ଛତିଶଗଡ ଓ ହରିୟାଣାର ୨ଟି ଆସନ ଖାଲି ହେବ … Continue reading ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ
Copy and paste this URL into your WordPress site to embed
Copy and paste this code into your site to embed