16.1 C
Bhubaneswar
Tuesday, February 10, 2026
Homeଓଡିଶାନିଣ୍ଣାୟକ  ଲଢେଇ ନିଶ୍ଚୟ ଲଢିବୁ : ମୋକିମ

ନିଣ୍ଣାୟକ  ଲଢେଇ ନିଶ୍ଚୟ ଲଢିବୁ : ମୋକିମ

ଭୁବନେଶ୍ୱର :କଂଗ୍ରେସ ନେତା ମହମ୍ମଦ ମୋକିମ ବୟାନ ଦେଇଛନ୍ତି । କହିଛନ୍ତି , ମା ପାଇଁ ସବୁବେଳେ ସବୁ ପୁଅ ଏକାଠି ହୁଅନ୍ତୁ । ଓଡିଶାର ମା ଓ ଭଉଣୀଙ୍କ ପାଇଁ ଏକଜୁଟ ହୋଇଛୁ । ମହିଳାଙ୍କ ଲଢେଇ ମହିଳା ଲଢୁଛନ୍ତି । ଆମେ ସହେଯାଗ କରୁଛୁ । ଆମକୁ ଯେତେ ରୋକିବେ ଆମେ ସେତେ ଆଗକୁ ବଢିବୁ । ଆମେ ଏକ ନିଣ୍ଣାୟକ ଲଢେଇ ନିଶ୍ଚୟ ଲଢିବୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking