ସମ୍ବଲପୁର : ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନ ରଖିଛନ୍ତି । ସମ୍ବଲପୁରରେ ସୁଭଦ୍ରା କାଯ୍ୟକ୍ରମରେ ଜୟନାରାୟଣ କହିଛନ୍ତି ଉତ୍କଳ ଓ କୌଶଳର କଥା । ଖୋଲାଖୋଲି କହିଛନ୍ତି ଆମେ ଓଡିଶାରେ ମିଶି ଭୁଲ ହୋଇଗଲା । ଏହା ଆମର ଐତିହାସିକ ଭୁଲ ଥିଲା ବୋଲି ଜୟନାରାୟଣ କହି ବିବାଦୀୟ ହୋଇଛନ୍ତି । ଏନେଇ ଆନ୍ଦୋଳନ ହେବ ବୋଲି କହିଛନ୍ତି ଜୟ ନାରାୟରଣ ।