ଭୁବନେଶ୍ୱର : ପ୍ରଦୀପ ମାଝୀଙ୍କ ପରେ ବିଧାୟକ ବଦ୍ରି ପାତ୍ରଙ୍କ ବଡ ବୟାନ । ନବୀନ ପଟ୍ଟନାୟକ ନ ବୁଲିବା କାରଣରୁ ବିଜେଡିର ପରାଜୟ ହେଲା । ବିଜେଡିର ସବୁ ସ୍ଥାନରେ ଭୋଟ ଅଛି କିନ୍ତୁ ନବୀନ ବୁଲିଲେନି । ନବୀନ ସମୟ ଦେଇନପାରିବାରୁ କିଛି ସ୍ଥାନରେ ସଂଗଠନ କ୍ଷତିଗ୍ରସ୍ତ ହେଲା । ସେ ଆଉଥରେ ବୁଲିଲେ ସଂଗଠନ ଫେରିଆସିବ ବୋଲି ଆଶା ।