27.1 C
Bhubaneswar
Friday, July 5, 2024
Homeଓଡିଶାଆମେ ସମସ୍ତେ ଏକାଠି ଅଛୁ ; ବିଜେଡି କର୍ପୋରେଟର

ଆମେ ସମସ୍ତେ ଏକାଠି ଅଛୁ ; ବିଜେଡି କର୍ପୋରେଟର

ଭୁବନେଶ୍ୱର : ଆମେ ସମସ୍ତେ ଏକାଠି ଅଛୁ କହିଲେ ବିଜେଡି କର୍ପୋରେଟର। ବିଏମସିର ବିଜେଡି କର୍ପୋରେଟର ମାନଙ୍କର ମିଳିତ ପ୍ରେସମିଟ । ଆମ ଭିତରେ ଫାଟ ନାହିଁ । ଆମ ଭିତରେ ଦ୍ୱନ୍ଦ୍ୱ ବି ନାହିଁ । ଆମ ଭିତରେ ଅନ୍ତଃକନ୍ଦଳ ନାହିଁ । ଆଜି ସାମ୍ବାଦିକ ସମ୍ମିଳନୀ କରି ଏଭଳି କହିଛନ୍ତି ବିଏମସି ବିଜେଡି କର୍ପୋରେଟର ।ବୁଧବାର କର୍ପୋରେଟର ଅମରେଶ ଜେନାଙ୍କ ‘ବିଭୀଷଣ’ ମନ୍ତବ୍ୟ ପରେ ବିଏମସି ବିଜେଡି କର୍ପୋରେଟରମାନେ ସମ୍ମିଳିତ ହୋଇ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଆଉ ଆମ ଭିତରେ ଫାଟ ନାହିଁ, ଆମେ ଏକାଠି ଅଛୁ ବୋଲି ସମସ୍ତେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking