26.1 C
Bhubaneswar
Friday, June 27, 2025
Homeଓଡିଶାବର୍ଷା ହେଲେ ୧୭ ଜାଗାରେ ଜମିବ ପାଣି: ସୁଲୋଚନା ଦାସ

ବର୍ଷା ହେଲେ ୧୭ ଜାଗାରେ ଜମିବ ପାଣି: ସୁଲୋଚନା ଦାସ

ଭୁବନେଶ୍ୱର: ବର୍ଷା ହେଲେ ଭୁବନେଶ୍ୱରର ୧୭ ଜାଗାରେ ଜମିବ ପାଣି । ଗତବର୍ଷ ତୁଳନାରେ ସମ୍ବେଦନଶୀଳ ଅଞ୍ଚଳ କମିଛି । ପୂର୍ୱରୁ ୭୧ ଥିବା ବେଳେ ଏବେ ୧୭କୁ ଖସିଛି । ମୁଖ୍ୟ ନାଳ ଓ ଡ୍ରେନ ସଫା  କରାଯାଉଛି ।  ଜୁନ ୩୦ ସୁଦ୍ଧା ସମସ୍ତ ଡ୍ରେନ ସଫା ହେବ ।  ପାଣି ଜମିଲେ ବିଏମସି ପୂରା ପ୍ରସ୍ତୁତ ଅଛି ।  ଏନେଇ ବିଏମସି ମେୟର ସୁଲୋଚନା ଦାସଙ୍କ ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking