କଟକ: କଟକରେ ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨ଟି ପାଣି କମ୍ପାନୀରେ ବୁଧବାର ଚଢାଉ କରାଯାଇଛି । ଶଙ୍କରପୁର ଦାସସାହି ଓ ଉପରସାହି ସ୍ଥିତ ପାଣି କମ୍ପାନୀ ସିଲ କରାଯାଇଛି । ବିଶୁଦ୍ଧ ନକରି ମାର୍କେଟକୁ ୨୦ ଲିଟର ବିଶିଷ୍ଟ ପାଣି ଜାର ଛଡାଯାଉଥିଲା । ଘଟଣାର ତଦନ୍ତ ଜାରି ରହିଛି ।