21.1 C
Bhubaneswar
Wednesday, February 11, 2026
Homeଓଡିଶା ଆତଙ୍କ ଖେଳାଉଥିଲେ ; ୫ ଗିରଫ

 ଆତଙ୍କ ଖେଳାଉଥିଲେ ; ୫ ଗିରଫ

ଭୁବନେଶ୍ୱର : ୫ ଜଣଙ୍କୁ ଗିରଫ କଲା ପୋଲିସ । ରବିବାର ଦିନ ରାଜଧାନୀ ଭୁବନେଶ୍ୱରରେ ଖେଳାଇଥିଲେ ଆତଙ୍କ । ବଡଗଡ ଅଞ୍ଚଳରେ ଭଙ୍ଗାରୁଜା କରିଥିଲେ ସମସ୍ତେ । ଭଙ୍ଗାରୁଜା ସହ ଆତଙ୍କ ମଧ୍ୟ ଖେଳାଇଥିଲେ ଅଭିଯୁକ୍ତ । ଅଭିଯୁକ୍ତଙ୍କ ଠାରୁ ଖୋକା,କଟୁରି,ଷ୍ଟମ୍ପ,ଗାଡି ଜବତ କରିଛି ପୋଲିସ । ତେବେ ଆହୁରି ୨ ଜଣ ଏବେ ବି ଫେରାର ଥିବା ସୂଚନା ମିଳିଛି । ପୁଲିସ କମିସନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସୁକିନ୍ଦା : ରଥଯାତ୍ରା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking