29.1 C
Bhubaneswar
Wednesday, July 3, 2024
Homeଓଡିଶାବାର ଓ ପବ୍‌କୁ ଚେତାବନୀ

ବାର ଓ ପବ୍‌କୁ ଚେତାବନୀ

ଭୁବନେଶ୍ୱର : ରାତି ତମାମ ଖୋଲୁଥିବା ବାର ଓ ପବ୍‌ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ସେଥିପାଇଁ ଅବକାରୀ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ରାଜଧାନୀରେ ବାର ଓ ପବ୍‌ ଖୋଲିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏହି ନିମୟକୁ ଉଲଘଂନ କଲେ ଉକ୍ତ ବାର ଓ ପବ୍‌ ର ଲାଇସେନ୍ସ ବାତିଲ କରାଯିବ । ବିଭାଗୀୟ ଅଧିକାରୀଙ୍କ ସମ୍ପର୍କରେ ଏହି ନିଷ୍ପତ୍ତି ନିଆଯାଇ ପ୍ରଥମେ ତଦନ୍ତ କରାଯିବ ଓ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ରାଜଧାନୀରେ ଥିବା ସମସ୍ତ ବାର ଓ ପବ୍‌ ଉପରେ ନଜର ରଖାଯିବ ବୋଲି ନିର୍ଦ୍ଦେଶ ଦେଲେ ଅବକାରୀ କମିସନର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking