17.1 C
Bhubaneswar
Tuesday, February 3, 2026
Homeଓଡିଶାଘନ କୁହୁଡି ପାଇଁ ସତର୍କତା ଜାରି

ଘନ କୁହୁଡି ପାଇଁ ସତର୍କତା ଜାରି

ଭୁବନେଶ୍ୱର: ଶୀତ ଜାଡରେ ଥରୁଛି ଓଡିଶା। ପାରଦ ତଳମୁହାଁ ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି ସକାଳ ସମୟରେ ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡି ଯାତାୟାତରେ ବାଧା ସୃଷ୍ଟି କରୁଛି। ଏହି ସମୟରେ ଘନକୁହୁଡି ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏନେଇ ଲୋକଙ୍କୁ ସତର୍କ କଲା ବାଣିଜ୍ୟ ଓ ପରିବହନ ବିଭାଗ । ଦୁର୍ଘଟଣା ନିବାରଣ ପଦକ୍ଷେପ ନେବା ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ । ଘନକୁହୁଡି ଆସଙ୍କା ଥିବା ୬ ଜିଲ୍ଲାରେ ବ୍ୟାପକ ହେବ ସଚେତନତା । ସୁନ୍ଦରଗଡ, ଝାରସୁଗୁଡା, କଳାହାଣ୍ଡିରେ ବ୍ୟାପକ ହେବ ସଚେତନତା । କନ୍ଧମାଳ, କୋରାପୁଟ ଓ ସମ୍ବଲପୁରରେ ହେବ ସଚେତନତା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking