26.1 C
Bhubaneswar
Thursday, June 19, 2025
Homeଓଡିଶାସଂଧ୍ୟା  ୫ଟା ଯାଏଁ  ୭ ଜିଲ୍ଲାକୁ ସତର୍କତା

ସଂଧ୍ୟା  ୫ଟା ଯାଏଁ  ୭ ଜିଲ୍ଲାକୁ ସତର୍କତା

ଭୁବନେଶ୍ୱର: ସଂଧ୍ୟା  ୫ଟା ଯାଏଁ  ୭ ଜିଲ୍ଲାକୁ ସତର୍କତା । ବିଜୁଳି ଘଡ଼ଘଡ଼ି  ସହ ବର୍ଷା ନେଇ ସତର୍କତା  । ୩ ଘଣ୍ଟା  ପାଇଁ  ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ , ଯାଜପୁର , ଗଞ୍ଜାମ, ଖୋର୍ଦ୍ଧା ପାଇଁ ସତର୍କତା । ସତର୍କ କଲା  ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।  ରାଜ୍ୟ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଲାଗି ରହିଥିବାବେଳେ ବର୍ଷା ନେଇ ଆଶ୍ବସ୍ତି  ମିଳିଛି । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ଆର୍ଦ୍ରତା ୬୮.୪% ରେକର୍ଡ ହୋଇଥିବାରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଆର୍ଦ୍ରତା ଅଧିକ ଥିବା କାରଣରୁ ରାଜଧାନୀରେ ଅସହ୍ୟ ଗୁଳୁଗୁଳି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking