ଭୁବନେଶ୍ୱର: ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁକାଳୀନ ସହାୟତା ରାଶି ବଢିଲା । ପୂର୍ୱରୁ ୬ ଲକ୍ଷ ଥିଲା ଏବେ ୧୦ ଲକ୍ଷକୁ ବଢିଲା । । ସହାୟତା ରାଶି ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବାସଗୃହ କ୍ଷତିଗ୍ରସ୍ତ ହେଲେ ମିଳିବ ଅନ୍ତ୍ୟୋଦୟ ଗୃହଯୋଜନା ରୋଷେଇ ଘର, ଧାନ ରହୁଥିବା ଘର , ଗୁହାଳ ଭାଙ୍ଗିଲେ ୩ ହଜାର ମିଳିବ । ପକ୍କା ପାଚେରି ଭାଙ୍ଗିଲେ ମିଟର ପିଛା ୫ ହଜାର, ସର୍ୱାଧିକ ୨୫ ହଜାର ମିଳିବ ।