23.1 C
Bhubaneswar
Thursday, December 26, 2024
Homeଓଡିଶାଭୁବନେଶ୍ୱରଥାଇରଏଡକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି  କି ? କରନ୍ତୁ ଏହି ଉପାୟ ...

ଥାଇରଏଡକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି  କି ? କରନ୍ତୁ ଏହି ଉପାୟ …

ଭୁବନେଶ୍ୱର : ଥାଇରଏଡ ହେଉଛନ୍ତି ଏକ ଗ୍ରନ୍ଥି , ଯାହା ଆମ ଗଳାରେ ଅଛି ।  ଥାଇରଏଡ ଗ୍ରନ୍ଥିର କାର୍ଯ୍ୟ ହେଉଛି  ଟି୩ ଏବଂ ଟି୪ ନାମକ ହରମୋନ ଉତ୍ପାଦନ  କରିଥାଏ । ଏହି ଦୁଇଟି ହରମୋନ ଶରୀରର ମେଟାବୋଲିଜିମକୁ ସୁସ୍ଥ ରଖେ । ମେଟାବେଲିଜିମର ଅର୍ଥ ହେଉଛି  ଆମେ ଖାଉଥିବା ଖାଦ୍ୟକୁ  ଶକ୍ତିରେ  ପରିଣତ କରିବା , ନୂତନ କୋଷ ସୃଷ୍ଟି କରିବା । ଏହା ବ୍ୟତୀତ ଏହି ହରମୋନ ଗୁଡିକ ହାର୍ଟ , ହାଡ , ମାଂସପେଶୀଗୁଡିକ ସଠିକ  କାର୍ଯ୍ୟରେ ମଧ୍ୟ ସାହାର୍ଯ୍ୟ କରେ । ବେଳେବେଳେ  ଥାଇରଏଡ ଗ୍ରନ୍ଥି ସଠିକ ଭାବରେ କାମ କରେ ନାହିଁ । ତାପରେ ଶରୀର ସମସ୍ୟା ଦେଖାଦେଇଥାଏ ।  ଓଜନ ବୃଦ୍ଧି ହୋଇଥାଏ । ମାଂସପେଶୀ ଦୁର୍ୱଳ ହୋଇଯାଏ । ଥାଇରଏଡକୁ ଦୂର କରିବାକୁ ହେଲେ , ପ୍ରଚୁର ପାଣି ପିଅନ୍ତୁ । ଥାଇରଏଡ  ଗ୍ରନ୍ଥିରେ ଆୟୋଡିନ ବିତରଣ  ପାଇଁ ଜଳ କାମ କରେ । ଟି୩ ଏବଂ ଟି୪  ହରମୋନ ପାଇଁ  ଆୟୋଡିନ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ।  ପର୍ଯ୍ୟାପ୍ତ ପରିମାଣର  ପାଣି ପିିଇବା ଦ୍ୱାରା  ମେଟାବୋଲିଜିମ  ଉନ୍ନତ ହୁଏ ।  ଯେଉଁଥିପାଇଁ ଥାଇରଏଡ ଗ୍ରନ୍ଥି  ସଠିକ  ଭାବରେ କାର୍ଯ୍ୟ କରିବାକୁ  ସକ୍ଷମ ହୁଏ । ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା   ମେଟାବୋଲିଜିମକୁ ଉନ୍ନତ କରିଥାଏ ।  ଥାଇରଏଡ ଉତ୍ପାଦନ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking