ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ପଦ୍ମନାଭ ବେହେରା ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି , ଘଟଣା ଉପରେ ଖୁବଶୀଘ୍ର ଯବନିକା ପଡିବା ଉଚିତ । ସାଂସଦ ମୁନା ଖାନ କାଯ୍ୟାନୁଷ୍ଠାନ ପାଇଁ ସଭାପତିଙ୍କୁ ଭେଟିଛନ୍ତି । ଅନୁଧ୍ୟାନ ପରେ କାଯ୍ୟାନୁଷ୍ଟାନ ହେବ କହିଛନ୍ତି ସୁପ୍ରିମୋ ଅପେକ୍ଷା ନକରି ପରସ୍ପର ବିରୋଧରେ କହିବା ଉପରେ ଯବନିକା ପଡିବା ଉଚିତ ।