ଭୁବନେଶ୍ୱର : କନଷ୍ଟେବଳ ପଦରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କର ସର୍ୱାଧିକ ବୟସ ସୀମା ପ୍ରସଙ୍ଗରେ ହାଇକୋର୍ଟଙ୍କର ବଡ ରାୟ ଆସିଛି । ପ୍ରାର୍ଥୀଙ୍କର ସର୍ୱାଧିକ ବୟସସୀମା ୬ ବର୍ଷ କୋହଳ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।