21.1 C
Bhubaneswar
Monday, December 8, 2025
Homeଓଡିଶାଭଲିବଲ ଟୁର୍ଣ୍ଣାମେଣ୍ଟ: କଳିଙ୍ଗା ମହାବିଦ୍ୟାଳୟ ଚମ୍ପିଅନ

ଭଲିବଲ ଟୁର୍ଣ୍ଣାମେଣ୍ଟ: କଳିଙ୍ଗା ମହାବିଦ୍ୟାଳୟ ଚମ୍ପିଅନ

ଘୁ ଉଦୟଗିରି: ଘୁ ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ପକ୍ଷରୁ ଶ୍ରୀନିବାସ ଓ ସିମାଞ୍ଚଳ ଦ୍ୱିତୀୟ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଛି । ଏହି ପ୍ରତିଯୋଗିତା ୧୬ଟି ଦଳକୁ ନେଇ ଆୟୋଜିତ ହୋଇଥିବା ବେଳେ ଶେଷ ଦିବସରେ ଡେ ନାଇଟ୍ ଖେଳ ଅନୁଷ୍ଠିତ  ହୋଇଥିଲା । ଉଦ୍‌ଯାପନୀ ଦିବସରେ  କଳିଙ୍ଗା ମହାବିଦ୍ୟାଳୟ ସହିତ ରୁଦାଙ୍ଗିଆ  ମଧ୍ୟରେ  କଡ଼ା ମୁକାବିଲା ହୋଇଥିଲା ଓ ଶେଷରେ କଳିଙ୍ଗା ମହାବିଦ୍ୟାଳୟ ଦଳ ଚମ୍ପିଅନ ହୋଇଥିଲା । କଳିଙ୍ଗା ଭଲିବଲ ଆସୋସିଏସନ୍ ପକ୍ଷରୁ ଏହା ଆୟୋଜିତ ହୋଇଥିଲା । ଦୀର୍ଘ ୬ ଦିନ ଧରି ଏହି ଖେଳ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking