28.1 C
Bhubaneswar
Monday, May 25, 2026
Homeଓଡିଶାକଂଗ୍ରେସ ବିକ୍ଷୋଭବେଳେ ହିଂସା, ୩ ମାମଲା ରୁଜୁ

କଂଗ୍ରେସ ବିକ୍ଷୋଭବେଳେ ହିଂସା, ୩ ମାମଲା ରୁଜୁ

ଭୁବନେଶ୍ୱର: କଂଗ୍ରେସର ବିକ୍ଷୋଭବେଳେ ହିଂସାକୁ ନେଇ ୩ଟି ମାମଲା ରୁଜୁ ହୋଇଛି। କ୍ୟାପିଟାଲ୍‌‌ ଥାନା ପୁଲିସ ପକ୍ଷରୁ କଂଗ୍ରେସ ବିକ୍ଷୋଭବେଳେ ହିଂସାକୁ ନେି ୩ଟି ମାମଲା ରୁଜୁ କରିଛି। ଲୋୟର ପିଏମ୍‌‌ଜିରେ କଂଗ୍ରେସର ବିକ୍ଷୋଭ ନେଇ ୩ଟି ମାମଲା ରୁଜୁ କରାଯାଇଛି। ପୁଲିସ ରୁଜୁ କରିଥିବା ମାମଲାରେ ଦଙ୍ଗା ସୃଷ୍ଟି କରିବା ଭଳି ସଙ୍ଗୀନ ଦଫା ଲଗାଯାଇଛି। ପୁଲିସ ଗାଡ଼ିରେ ନିଆଁ ଲଗାଇବା ଏବଂ ପୁଲିସ ସହ ଯୁକ୍ତିତର୍କକୁ ନେଇ ମଧ୍ୟ ମାମଲା ରୁଜୁ ହୋଇଛି ବୋଲି କ୍ୟାପିଟାଲ୍‌‌ ଥାନା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking