ଝାରସୁଗୁଡା : ଝାରସୁଗୁଡା ପୌରପରିଷଦରେ ଭିଜିଲାନ୍ସ ରେଡ କରିଛି । ପୌର ପରିଷଦର ଆକାଉଣ୍ଟ ବିଭାଗରେ ଖୋଳତାଡ ଜାରି ରଖିଛି । ୭୨ ଲକ୍ଷ ୧୭ ହଜାର ଟଙ୍କା ହେରଫେର ଘଟଣାରେ ରେଡ କରିଛି । କିଛି କର୍ମଚାରୀ ଟଙ୍କା ନେଇ ପୈଠ କରିନଥିବା ଅଭିଯୋଗରେ ଭିଜିଲାନ୍ସ ଝାରସୁଗୁଡା ପୌରପରିଷଦରେ ରେଡ କରିଛି ।