26.1 C
Bhubaneswar
Thursday, March 26, 2026
Homeଓଡିଶାକନିଷ୍ଠ କିରାଣୀଙ୍କ ଘରେ ଭିିଜିଲାନ୍ସ ଚଢାଉ

କନିଷ୍ଠ କିରାଣୀଙ୍କ ଘରେ ଭିିଜିଲାନ୍ସ ଚଢାଉ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କନିଷ୍ଠ କିରାଣୀ। ବାଲେଶ୍ୱର ଜିଲା ଡିଇଓ ଅଫିସର କନିଷ୍ଠ କିରାଣୀ ପ୍ରଦୀପ ଦାସଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ଏକକାଳୀନ ୬ଟି ସ୍ଥାନରେ ଚଢାଉ ହେଉଥିବା ସୂଚନା ମିଳିଛି। ଭିଜିଲାନ୍ସର ୬ଜଣିଆ ଟିମ୍‌‌ ପ୍ରଦୀପଙ୍କ ବାସଭବନ ସମେତ ପୈତୃକ ଘର, ନୀଳଗିରିରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ହୋଇଛି। କନିଷ୍ଠ କିରାଣୀଙ୍କ ନାଁରେ ଦୀର୍ଘ ଦିନ ଅଭିଯୋଗ ହେବା ପରେ ଭିଜିଲାନ୍ସ ଆଜି ଚଢାଉ କରିଛନ୍ତି।

ବିଦ୍ୟୁତ ଆଘାତରେ ଗଲା ଦନ୍ତାର ଜୀବନ!

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking