19.1 C
Bhubaneswar
Sunday, February 8, 2026
Homeଓଡିଶାକାଶୀପୁର ରେଞ୍ଜରଙ୍କ ଘରେ ଭିଜିଲାନ୍ସ

କାଶୀପୁର ରେଞ୍ଜରଙ୍କ ଘରେ ଭିଜିଲାନ୍ସ

ରାୟଗଡ଼ା: ରାୟଗଡ଼ାଜିଲ୍ଲା କାଶୀପୁର ଫରେଷ୍ଟ ରେଞ୍ଜର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ସରକାରୀ ବାସଭବନ ଓ ଅଫିସରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିବା ଜଣାପଡ଼ିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ଚଢ଼ାଉ କରିଛି ।ବହୁଦିନ ହେଲା ଭିଜିଲାନ୍ସ ସ୍କାନରରେ ଏହି ବନବିଭାଗ ବିଭାଗ ଅଧିକାରୀ ରହିଥିଲେ ।ଆଜି ଭୋର୍  ପ୍ରାୟ  ୪ଟା ସମୟରୁ ଚଢ଼ାଉ ଆରମ୍ଭ ହୋଇଥିବା ଜଣାପଡ଼ିଛି । ଏକାସାଙ୍ଗେ ୯ ଟି ସ୍ଥାନରେ ଚଢ଼ାଉ ଚାଲିଥିବା ସୂଚନା ରହିଛି। ଜୟପୁର ଭିଜିଲାନ୍ସ ଟିମ୍ ଏହି ଚଢ଼ାଉ କରୁଥିବା ବେ‌ଳେ ସମ୍ପତ୍ତି ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking