ବାରିପଦା: ୬୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ୨ ଯନ୍ତ୍ରୀ ଗିରଫ । ଉଦଳା ଉଠାଜଳସେଚନ ବିଭାଗର ୨ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ । ଏଇଇ ହରେକୃଷ୍ଣ ସିଂହ ଓ ଜେଇ ସୁବ୍ରତ ମହାନ୍ତି ଗିରଫ ହୋଇଛନ୍ତି । ବିଲ୍ ପାସ୍ କରାଇବା ପାଇଁ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିଲେ ।