24.1 C
Bhubaneswar
Friday, March 20, 2026
Homeଅପରାଧବିଭତ୍ସ ହତ୍ୟାକାଣ୍ଡ; ହତ୍ୟା କରି ପାଇଖାନା ଟାଙ୍କିରେ ଫୋପାଡି ଦେଲେ

ବିଭତ୍ସ ହତ୍ୟାକାଣ୍ଡ; ହତ୍ୟା କରି ପାଇଖାନା ଟାଙ୍କିରେ ଫୋପାଡି ଦେଲେ

ସମ୍ୱଲପୁର: ପୁଣି ଗଡ଼ିଲା ମୁଣ୍ଡ। ହତ୍ୟା କରି ପାଇଖାନା ଟାଙ୍କିରେ ଫୋପାଡି ଦେଲେ ଦୁର୍ବୃତ୍ତ। ମୃତ ବ୍ୟକ୍ତିଙ୍କ ନାଁ ଶେଖ ହୁସେନ ବୋଲି ସୂଚନା ମିଳିଛି। ହତ୍ୟାକାଣ୍ଡ ସମ୍ୱଲପୁର ଗେଙ୍ଗୁଟିପାଲି ଅଞ୍ଚଳରେ ହୋଇଥିବା ନେଇ କୁହାଯାଉଛି। କେହି ଦୁର୍ବୃତ୍ତ ଶେଖ ହୁସେନଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ପାଇଖାନା ଟାଙ୍କିରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି। ଘଟଣା ଜଣା ପଡିବା ପରେ ମୃତଦେହକୁ ସେଫ୍ଟି ଟାଙ୍କିରୁ ଉଦ୍ଧାର କରାଯାଇଛି। ହେଲେ କିଏ ହତ୍ୟାକାଣ୍ଡ ଘଟାଇଛି। କାହିଁକି ଘଟାଇଛି। ହତ୍ୟାକାଣ୍ଡରେ କେତେଜଣଙ୍କର ସମ୍ପୃକ୍ତି ରହିଛି। ସେ ସମସ୍ତ କଥା ଅସ୍ପଷ୍ଟ ରହିଛି। ତେବେ ହୋଲି ଦିନ ମଧ୍ୟ ସମ୍ୱଲପୁରରେ ହତ୍ୟା ହୋଇଥିଲା। ରଙ୍ଗର ପର୍ବରେ ରକ୍ତ ରଞ୍ଜିତ ହୋଇଥିଲା ସମ୍ୱଲପୁର। ଆଉ ଏବେ ପୁଣି ଏକ ହତ୍ୟାକାଣ୍ଡ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking