28.1 C
Bhubaneswar
Tuesday, May 6, 2025
Homeଓଡିଶାବେଆଇନ ଗୋରୁ ବୋଝେଇ  ଗାଡି ଜବତ

ବେଆଇନ ଗୋରୁ ବୋଝେଇ  ଗାଡି ଜବତ

ଭଦ୍ରକ: ଭଦ୍ରକରେ ବେଆଇନ ଗୋରୁ ବୋଝେଇ  ଗାଡି ଜବତ ହୋଇଛି ।   ୨୮ରୁ ଅଧିକ ଗୋରୁ ଜବତ ହୋଇଛନ୍ତି ।   ବିଲମ୍ବିତ ରାତିରେ ଭତ୍ରକ  ସିଟି ଡିଏସପିଙ୍କ ନେତୃତ୍ୱରେ ଏକ ସ୍ୱକନ୍ତ୍ର ଟିମ ଚଢଉ କରି ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ କରିଛି ।   ପିକଅପ ଭ୍ୟାନକୁ ପୋଲିସ ପିଛା କରିଥିଲା ।  ଖସିଯିବାକୁ ଉଦ୍ୟମ କରୁଥିବା ବେଳେ  ଓଲଟି ପଡିଥିଲା ପିକଅପ ଭ୍ୟାନ ।   ସେଥିରୁ ୮ଟି ଗୋରୁ ଉଦ୍ଧାର ହୋଇଛନ୍ତି ।  ଏବେ ପୋଲିସ ତିନି ଜଣଙ୍କୁ ଅଟକ ରଖି ପଚରା ଉଚାରା କରି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking