26.1 C
Bhubaneswar
Monday, December 15, 2025
Homeଓଡିଶାପରିବା ପାଇଁ ଚିନ୍ତାରେ ଗ୍ରାହକ

ପରିବା ପାଇଁ ଚିନ୍ତାରେ ଗ୍ରାହକ

ଭୁବନେଶ୍ୱର : ଆରମ୍ଭ କାର୍ତିକ ମାସ।  ମାସ ଆରମ୍ଭ ନ ହେଉଣୁ ପରିବା ବଜାରରେ ନାଇଁ ନ ଥିବାର ଦର ଦେଖିବାକୁ ମିଳୁଛି । ଆକାଶ କଇଁଆ ଚିଲିକା ମାଛ ପରି ପରିବା ଦର ହୁ ହୁ ହେଇ ବଢ଼ିବାରେ ଲାଗିଛି । ଯାହାକୁ ନେଇ ଗ୍ରାହକଙ୍କ ଚିନ୍ତା ବଢୁଛି। ଟମାଟୋ ଓ ପୋଟଳ ୮୦ ଟଙ୍କା ଥିବାବେଳେ ଅନ୍ୟ ପଟରେ ଅଧିକାଂଶ ପରିବା ୮୦ ରୁ ୧୦୦ ଦର ଦାମର ବୃଦ୍ଧି ବଢିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking