23.1 C
Bhubaneswar
Saturday, February 7, 2026
Homeଓଡିଶାଚିଲିକାରେ ଫସିଲା ଭସାପୋଲ

ଚିଲିକାରେ ଫସିଲା ଭସାପୋଲ

ଭୁବନେଶ୍ୱର: ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଭସାପୋଲ। ସାତପଡ଼ାରୁ ଜହ୍ନିକୁଦା ଘାଟ କୂଳକୁ ଯିବା ସମୟରେ ଚିଲିକାରେ ଘନ କୁହୁଡ଼ି ହୋଇଥିବାରୁ ଭସାପୋଲଟି ଦିଗହରା ହୋଇ ଢିପରେ ଲାଗିଯାଇଥିଲା । ଦୀର୍ଘ ସମୟ ଧରି ଭସାପୋଲଟି ମଝି ଚିଲିକାରେ ଅଟକି ରହିଛି। ଭସାପୋଲରେ ଗୋଟିଏ ବସ ସମେତ ୫ଟି ଭାରିଯାନ ଓ ୧୦ଟି ଦୁଇଚକିଆ ଯାନ ଏବଂ ୩୦ରୁ ଅଧିକ ଯାତ୍ରୀ ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking