14.1 C
Bhubaneswar
Monday, December 8, 2025
Homeଓଡିଶାକଟକ ବିଶୃଙ୍ଖଳାକୁ ନେଇ ଭର୍ତ୍ତୁହରିଙ୍କ ବଡ ବୟାନ

କଟକ ବିଶୃଙ୍ଖଳାକୁ ନେଇ ଭର୍ତ୍ତୁହରିଙ୍କ ବଡ ବୟାନ

କଟକ: କଟକ ବିଶୃଙ୍ଖଳାକୁ  ନେଇ ସାଂସଦ ଭର୍ତ୍ତୁହରି ମହତାବ ବଡ ବୟାନ ଦେଇଛନ୍ତି । କହିଛନ୍ତି, କିଛି ଅସାମାଜିକ ଲୋକ ଜେଲରୁ ମୁକୁଳିଥିଲେ । ସେମାନଙ୍କୁ କିଛି ଲୋକ  ବିଶୃଙ୍ଖଳା ପାଇଁ ଉସୁକାଇଥିଲେ । ମୋ ପାଖରେ ଯାହା ସୂଚନା ଥିଲା ଜଣାଇଥିଲି । କିଛି ଲୋକଙ୍କର ବଦମାସି କରିବାର ଅଭ୍ୟାସ , ଆଗରୁ ଚିହ୍ନଟ ଦରକାର ଥିଲା । ସରକାର ଯେଉଁ ପଦକ୍ଷେପ ନେଉଛନ୍ତି, ତାହା ଶାନ୍ତି ଫେରାଇ ଆଣିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking