16.1 C
Bhubaneswar
Sunday, December 7, 2025
Homeଓଡିଶାନାବାଳକକୁ ଚାପିଦେଲା ଭ୍ୟାନ

ନାବାଳକକୁ ଚାପିଦେଲା ଭ୍ୟାନ

ଭୁବନେଶ୍ୱର : ନାବାଳକକୁ ଚାପିଦେଲା ମିଲ୍କ ଭ୍ୟାନ । ବାଲିଅନ୍ତା ସାଇଫନ ଛକଠାରେ   ମର୍ମନ୍ତୁଦ ଦୁର୍ଘଟଣା ଘଟଛି । ଘଟଣାସ୍ଥଳରେ ନାବାଳକର ମୃତ୍ୟୁ ହୋଇଛି ।  ନାବାଳକ ସାଇକେଲରେ ଯାଉଥିବା ବେଳେ  ମିଲ୍କ ଭ୍ୟାନ ଚାପିଦେଇଥିଲା । ସ୍ଥାନୀୟ ବାସିନ୍ଦା ଭ୍ୟାନ ଚାଳକକୁ ନିସ୍ତୁକ ପିଟିଥିଲେ । ଉତ୍ୟକ୍ତ ଲୋକଙ୍କ କବଳରୁ ଚାଳକକୁ ପୋଲିସ ଉଦ୍ଧାର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking