24.4 C
Bhubaneswar
Tuesday, April 7, 2026
Homeଓଡିଶାଭି.କେ ପାଣ୍ଡିଆନଙ୍କ ନାଁରେ ଏଫଆଇଆର

ଭି.କେ ପାଣ୍ଡିଆନଙ୍କ ନାଁରେ ଏଫଆଇଆର

ଭୁବନେଶ୍ୱର : ଭି.କେ. ପାଣ୍ଡିଆନଙ୍କ ନାଁରେ ଏଫଆଇଆର । କ୍ୟାପିଟାଲ ଥାନାରେ ମାମଲା ହୋଇଛି । ଏଫଆଇଆର ଦେଇଛନ୍ତି ଆଇନଜୀବୀ ତଥା ସୂଚନା ଅଧିକାର କର୍ମୀ  ସୁଧୀର ଚରଣ ମହାନ୍ତି । ସରକାରୀ ପାଣ୍ଠିର ଦୁରୁପେଯାଗ କରିଥିବା ଅଭିଯୋଗ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking