29.1 C
Bhubaneswar
Sunday, March 15, 2026
Homeଓଡିଶାଡଷ୍ଟବିନକୁ ଯିବ  ଅଦରକାରୀ ଆଇନ :  ଆଇନ ମନ୍ତ୍ରୀ  

ଡଷ୍ଟବିନକୁ ଯିବ  ଅଦରକାରୀ ଆଇନ :  ଆଇନ ମନ୍ତ୍ରୀ  

ବ୍ୟୁରୋ : ରାଜ୍ୟରେ ଅଦରକାରୀ ଆଇନ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ  ହୋଇଛି । ଏନେଇ ସୂଚନା ଦେଇଛନ୍ତି  ଆଇନ ମନ୍ତ୍ରୀ ପୃଥ୍ୱୀରୀଜ ହରିଚନ୍ଦନ । ଆହୁରି କହିଛନ୍ତି ,  ଖୁବଶୀଘ୍ର ସେହି ଆଇନ ଗୁଡିକ ଅଳିଆ ଗଦାକୁ ପକା ହେବ । ଲ ରିଭିଜନ କମିଶନ କରି ଏହି ବ୍ୟବସ୍ଥା କରାଯିବ ।
https://www.youtube.com/watch?v=JdCNXnvErkE

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking