24.1 C
Bhubaneswar
Tuesday, January 20, 2026
Homeଓଡିଶାହଙ୍ଗାମା ନୁହେଁ ଭଲ ବ୍ୟବହାର କରନ୍ତୁ : କିରଣ ରିଜିଜୁ

ହଙ୍ଗାମା ନୁହେଁ ଭଲ ବ୍ୟବହାର କରନ୍ତୁ : କିରଣ ରିଜିଜୁ

ଭୁବନେଶ୍ୱର : ବିଧାୟକଙ୍କୁ ପ୍ରଶିକ୍ଷଣ ; କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁଙ୍କୁ ପ୍ରତିକ୍ରିୟା । ନେତାଙ୍କ ପାଇଁ ଓରିଏଣ୍ଟେସନ ଜରୁରୀ ହୋଇଥାଏ । ଆମ ତରଫରୁ ପୂରା ସମର୍ଥନ ମିଳିବ । ଆଗକୁ ପ୍ରଶଇକ୍ଷଣ ପାଇଁ କେହି ଆସିଲେ ସ୍ୱାଗତ କରାଯିବ । ଲମ୍ବା କ୍ୟାରିୟର ପାଇଁ ହଙ୍ଗାମା କରନ୍ତୁନି । ହଙ୍ଗାମା କରି ଦସ୍ୱବ ମିନିଟ ହେଡଲାଇନ ବନନ୍ତୁ ନାହଁ । ଲମ୍ବା କ୍ୟାରିୟର ପାଇଁ ରିସର୍ଚ୍ଚ କରନ୍ତୁ, ଶୃଙ୍ଖଳିତ ହୁଅନ୍ତୁ । କଠିନ ପରିଶ୍ରମ ସହ ଗୃହର ମର୍ଯ୍ୟାଦା ରକ୍ଷା କରନ୍ତୁ । ବିଧାୟକଙ୍କୁ ଭଲ ବ୍ୟବହାର କରିବାକୁ ପରାର୍ମଶ ଦେଲି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking