27.1 C
Bhubaneswar
Wednesday, March 25, 2026
Homeଓଡିଶାସ୍କିନ ପାଇଁ ଘରେ ବ୍ୟବହାର କରନ୍ତୁ ଟୋନର

ସ୍କିନ ପାଇଁ ଘରେ ବ୍ୟବହାର କରନ୍ତୁ ଟୋନର

ଭୁବନେଶ୍ୱର : ସ୍କିନ କେୟାର ରୁଟିନରେ ଟୋନର ହେଉଛି ଗୁରୁତ୍ୱପୂଣ୍ଣ ।  ଯାହା ବ୍ୟବହାର କରିବା ଦ୍ୱାରା   ଚର୍ମର ଆଦ୍ରତା ଅକ୍ଷୁଣ୍ଣ ରହିଥାଏ ।  ସ୍କିନର ପିଏଚ ସ୍ତର ମଧ୍ୟ ବାଲାନ୍ସ ହୋଇ ରହିଥାଏ ।  ଅଧିକାଂଶ ଲୋକେ ବଜାରରୁ  ଦାମିକିଆ ଟୋନର କିଣୁଛନ୍ତି ।  କିନ୍ତୁ ଆପଣ ଜାଣିଛନ୍ତି କି ଏହାକୁ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ । କାକୁଡି ରସରେ ମଧ୍ୟ ଆପଣ ଟୋନର ତିଆରି କରିପାରିବେ । ଯାହା  ଆପଣଙ୍କ ଚର୍ମକୁ ଆଦ୍ରତା ରଖିଥାଏ । କେବଳ ଏତିକି ନୁହେଁ, ସ୍କିନକୁ ଥଣ୍ଡା ରଖିବା ପାଇଁ  ଗୋଲାପ  ଜଳ ମଧ୍ୟ ଟୋନର ଭଳି କାମ କରେ । ଏହା ଚର୍ମକୁ  ସଫା ରଖିଥାଏ । ଆଲୋଭେରା ଜେଲ ମଧ୍ୟ ଏକ ଟୋନର ଭଳି କାମ କରେ ।  ଆଲୋଭେରା  ସ୍କିନକୁ ନୂଆ ଗ୍ଲୋ ଦେଇଥାଏ  । ତା ସହ   ସ୍କିନକୁ ଥଣ୍ଡା ରଖିଥାଏ । ଏଥିରେ ଲେମ୍ବୁ ରସକୁ ମଧ୍ୟ କିଛି ପାଣି ମିଶାଇ ଏକ ଟୋନର ବ୍ୟବହାର କରିପାରିବେ ।  ଟମାଟୋ ରସ ସ୍କିନକୁ ସଫା ରଖିଥାଏ । ମହୁରେ ଆଣ୍ଟି ଅକ୍ସିଡାଣ୍ଟ  ପାଣିରେ  ଅଳ୍ପ ମହୁ ମିଶାଇ ଟୋନର ବ୍ୟବହାର କରିପାରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking