28.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶରେଳମନ୍ତ୍ରୀଙ୍କୁ ଭେଟିଲେ ନଗର ଉନ୍ନୟନ ମନ୍ତ୍ରୀ

ରେଳମନ୍ତ୍ରୀଙ୍କୁ ଭେଟିଲେ ନଗର ଉନ୍ନୟନ ମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ  ଭେଟିଲେ ନଗର ଉନ୍ନୟନ ମନ୍ତ୍ରୀ । ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ନୂଆଦିଲ୍ଲୀ ରେଳଭବନରେ ଭେଟିକୁ ନେଇ   ଆଲୋଚନା କରିଛନ୍ତି । ଆଲୋଚନାରେ ଓଡିଶାର ପ୍ରମୁଖ ରେଳ ସମ୍ପର୍କିତ ଦାବି ରଖିଛନ୍ତି । ବାଙ୍ଗିରିପୋଷି – ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ନେଇ ଆଲୋଚନା କରିଛନ୍ତି । ବାରିପଦା ରେଳବାଇ ବାଇପାସ ପ୍ରକଳ୍ପକୁ ଗୁରୁତ୍ୱ  ଦିଆଯାଇଛି । ଶୀଘ୍ର କାଯ୍ୟକାରୀ କରିବାକୁ ଅନୁରୋଧ କରିଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking