33.1 C
Bhubaneswar
Sunday, February 22, 2026
Homeଅପରାଧଅଜଣା ଯୁବକକୁ ପଥରରେ ଛେଚି ହତ୍ୟା

ଅଜଣା ଯୁବକକୁ ପଥରରେ ଛେଚି ହତ୍ୟା

ଭୁବନେଶ୍ୱର: ରାଜଧାନୀରେ ଷ୍ଟୋନ ମ୍ୟାନଙ୍କ ଆତଙ୍କ ଦେଖାଦେଇଛି ।  ଅଜଣା ଯୁବକକୁ ପଥରରେ ଛେଚି ହତ୍ୟା କରାଯାଇଛି ।  ଏଭଳି ଜଘନ୍ୟ କାଣ୍ଡ ଚନ୍ଦ୍ରଶେଖରପୁରରେ ଘଟିଛି । ଘଟଣାସ୍ଥଳରେ କମିଶନରେଟ  ପୋଲିସ  ପହଁଚି ତନାଘନା ଆରମ୍ଭ କରୁଛି ।  ଯୁବକଙ୍କୁ ପରିଚୟ  ମିଳିନଥିବା ବେଳ  ବୟସ ପାଖାପାଖି ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏଥିସହ ଏହି ଘଟଣାରେ କିଏ ଓ କାହିକି ଏପରି ହତ୍ୟାକାଣ୍ଡ କରିଛି ସେ ନେଇ ଅଧିକ ତଦନ୍ତ ଚଲାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking