33.1 C
Bhubaneswar
Monday, March 10, 2025
Homeଦେଶ ବିଦେଶ୧୯ ବର୍ଷରୁ  କମ କ୍ରିକେଟ : ଭାରତକୁ ବିଶ୍ୱକପ

୧୯ ବର୍ଷରୁ  କମ କ୍ରିକେଟ : ଭାରତକୁ ବିଶ୍ୱକପ

ନୂଆଦିଲ୍ଲୀ : ୧୯ ବର୍ଷରୁ କମ ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ । ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଟିମ ଇଣ୍ଡିଆ । ଟାଇଟଲ ବଜାୟ ରଖିଲା ଭାରତୀୟ ଦଳ । କ୍ରମାଗତ ଦ୍ୱିତୀୟ ଥର ପାଇଁ   ଭାରତ ମହିଳା  ଅଣ୍ଡର ୧୯ ଟି ୨୦ ବିଶ୍ୱକପ ଜିତିଛି ।  ଫାଇନାଲ ମ୍ୟାଚରେ ଭାରତୀୟ ଦଳ  ଆଫ୍ରିକାକୁ   ୯ ୱିକେଟରେ ପରାସ୍ତ କରିଛି ।  ରବିବାର ଦିନ କୁଆଲାଲମ୍ପୁରରେ ଦକ୍ଷିଣ ଆଫ୍ରିକା ଟସ ଜିତି ବ୍ୟାଟିଂ କରିଥିଲେ ।  ୨୦ ଓଭରରେ ୮୨ ରନ  କରିଥିଲେ ।  ଜି ତ୍ରିଶା ଫାଇନାଲର ଖେଳିଥିଲେ । ୩୩ ବଲରେ ୪୪  ରନର ଇନିଂସ ଖେଳିଥିଲେ । ୩ ୱିକେଟ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking