25.1 C
Bhubaneswar
Saturday, February 14, 2026
Homeଓଡିଶାଗ୍ରହଣ କରିପାରୁନି : ପ୍ରଫୁଲ୍ଲ ଘଡାଇ

ଗ୍ରହଣ କରିପାରୁନି : ପ୍ରଫୁଲ୍ଲ ଘଡାଇ

ଯାଜପୁର : ଯାଜପୁରରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରଫୁଲ୍ଲ ଘଡାଇଙ୍କ ପ୍ରତିକ୍ରିୟା । ନବୀନ ବାବୁଙ୍କ ସମୟରେ ଯାଜପୁରର ଅନେକ ବିକାଶ ହୋଇଛି । ସବୁ ଯେ ବିକାଶ ହୋଇଛି, ତାହା ନୁହେଁ, କିଛି କାମ ବାକି ଅଛି । ନବୀନଙ୍କ ସମୟରେ ନଗଡା ଚିତ୍ର ବଦଳିଛି । ବିଜେପି ପାଖରେ ସୁଯୋଗ ଅଛି, କାମକୁ ଆଗେଇ ନେଇପାରିବେ । ମୁଖ୍ୟମନ୍ତ୍ରୀଙ୍କ ପରିବାରବାଦ ମନ୍ତବ୍ୟକୁ ମୁଁ ଗ୍ରହଣ କରିପାରୁନି କହିଲେ ଘଡେଇ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking